ଜମ୍ମୁ-କଶ୍ମୀରରେ ନିହତ ହେଉଥିବା ଆତଙ୍କବାଦୀମାନେ ପାକିସ୍ତାନର : ୟୁରୋପୀୟ ସଂଘ ସାଂସଦ ମଣ୍ଡଳୀ

ଶ୍ରୀନଗର: ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ୨୩ ଜଣିଆ ପ୍ରତିନିଧି ମଣ୍ଡଳୀ ଦେଶର ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ- କଶ୍ମୀରର ପରିସ୍ଥିତି ସଂପର୍କରେ ଅବଗତ ହେବାପାଇଁ ଗତ ମଙ୍ଗଳବାର ଠାରୁ ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଆସିଛନ୍ତି। ଧାରା ୩୭୦ ହଟାଯିବା ପରେ କୌଣସି ବିଦେଶୀ ପ୍ରତିନିଧି ଦଳର ଏହା ପ୍ରଥମ ଜମ୍ମୁ- କଶ୍ମୀର ଗସ୍ତ। ଏହି ଗସ୍ତକାଳରେ ୟୁରୋପୀୟ ସାଂସଦମାନେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଭେଟି କଶ୍ମୀରର … Continue reading ଜମ୍ମୁ-କଶ୍ମୀରରେ ନିହତ ହେଉଥିବା ଆତଙ୍କବାଦୀମାନେ ପାକିସ୍ତାନର : ୟୁରୋପୀୟ ସଂଘ ସାଂସଦ ମଣ୍ଡଳୀ